This browser does not support the video element.
କେନ୍ଦୁଝର ସଦର: ଦରବାର ହଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Kendujhar Sadar, Kendujhar | Jan 6, 2025
ଆଜି ୨୦୨୫ ର ପ୍ରଥମ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣି।ଏହି ପରିପେକ୍ଷୀ ରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ ରେ ୧୦ ଟାରୁ ୩ ଟା ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଳ ସିଂ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର,ଜିଲା ବନ୍ୟାଞ୍ଚଳ ଅଧିକାରୀ ଧନରାଜ୍ ଏଚ ଡି,ଅତିରିକ୍ତ ଜିଲ୍ଲାପାଳ ମନ୍ଦର ଧର ମହାଳିକ,ଜିଲା ମୁଖ୍ୟ ଚିକିତ୍ସlଧିକାରି କିଶୋର ପୃଷ୍ଟି ଓ ସବୁବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଆଜି ସମୁଦାୟ ୧୬୯ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ କିଛି ଅଭିଯୋଗ ର ତୁରନ୍ତ ଫୈଶାଲ କରାଯାଇଥିବା ବେଳେ କିଛି ଅଭିଯୋଗ ରେ