Download Now Banner

This browser does not support the video element.

ପରଜଙ୍ଗ: କଙ୍କଡ଼ାହାଡ଼ ଥାନା ଅଂଚଳର ୧୫ ବର୍ଷ ଝିଅକୁ ଗର୍ଭବତୀ କଲା ବାପା, ଥାନାରେ ମାମଲା।

Parajang, Dhenkanal | Sep 13, 2025
କଙ୍କଡ଼ାହାଡ଼ ଥାନା ଅଂଚଳର ୧୫ ବର୍ଷ ଝିଅକୁ ଗର୍ଭବତୀ କଲା ବାପା, ଥାନାରେ ମାମଲା। କଙ୍କଡ଼ାହାଡ଼ରେ ଲଜ୍ଜା। ଦେଖିବାକୁ ମିଳିଛି ଅମାନିବୀୟ,ସ୍ପର୍ଶକାତର ଘଟଣା।ନିଜ ଜନ୍ମ କଲା ଝିଅକୁ ଗର୍ଭବତୀ କରିଛି ପିଶାଚ ବାପା। ୧୫ ବର୍ଷର ନାବାଳିକା ଝିଅକୁ ୩ ମାସର ଗର୍ଭବତୀ କରିଛି ନର ରାକ୍ଷସ ବାପା କାଳନ୍ଦୀ ମୁଣ୍ଡା। ଯାହାକୁ ନେଇ ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାପା ଜଣଙ୍କ ନିଜ ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏପରିକି ବାରମ୍ବାର ଅମାନବୀୟ ଭାବେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା।
Read More News
T & CPrivacy PolicyContact Us