This browser does not support the video element.
ବୌଦ୍ଧ ସଦର: ବାମଣ୍ଡା ବିଘ୍ନରାଜ୍ ମେଗା ନର୍ସରୀ ଠାରେ ବନ ବିଭାଗ ପକ୍ଷରୁ ଶହୀଦ ସ୍ମୃତି ଦିବସ ପାଳିତ
Baudh Sadar, Boudh (Bauda) | Sep 11, 2025
ଗୁରୁବାର ଦିନ ବୌଦ୍ଧ ବନ ଖଣ୍ଡ ପକ୍ଷରୁ ବାମଣ୍ଡା ବିଘ୍ନରାଜ୍ ମେଗା ନର୍ସରୀ ଠାରେ ଶହୀଦ ସ୍ମୃତି ଦିବସ ପାଳିତ ହୋଇ ଯାଇଛି l ବୌଦ୍ଧ ବନ ଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଡିଏଫଓ କେନ୍ଦୁପତ୍ର ସୁଦର୍ଶନ ବାଦୀ, ଓଡିଶା ବନ ନିଗମ ଡିଭିଜନ୍ ମେନେଜର୍ ପ୍ରଭାକର ନାଏକ, ସହକାରୀ ବନ ସଂରକ୍ଷକ ମୀନାକ୍ଶୀ କୁମୁରା, ଭାରପ୍ରାପ୍ତ ସଦର ରେଞ୍ଜ ଅଧିକାରୀ ତଥା ସରକାରୀ ବନ ସଂରକ୍ଷକ ଅର୍ଚ୍ଚନା ଗମାଙ୍ଗୋ ଓ ଅନ୍ୟ କର୍ମଚାରୀ ମାନେ ଯୋଗ ଦେଇ ବନ ବିଭାଗର ଶହୀଦ ସ୍ମୃତି ଦିବସରେ shraddhaanjali ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ |