Download Now Banner

This browser does not support the video element.

ଘସିପୁରା: ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Ghasipura, Kendujhar | Aug 21, 2025
ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ନେଇ ଧନ୍ୟବାଦ୍ ଅର୍ପଣ ସହ . ଆନନ୍ଦପୁରରେ ବୈତରଣୀ ନଦୀର ଡଙ୍ଗା ଘାଟରେ ପାଦ ଚଲା ସେତୁ . ଉପଖଣ୍ଡ ଚିକିତ୍ସାଳୟରେ ଆଧୁନିକ କରଣ .ଓ ଆନନ୍ଦପୁର ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ .
Read More News
T & CPrivacy PolicyContact Us