This browser does not support the video element.
ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଆନୁକୁଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
Lanjigarh, Kalahandi | Sep 9, 2025
ଆଜି ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଆନୁକୁଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଶିବିରରେ ବିଡିଓ ଶଶାଙ୍କ ପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲାଞ୍ଜିଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜୀବ କୁମାର ନାୟକ,ପାହାଡ଼ ପଦର ସମିତି ସଭ୍ୟ ଜଗଦିଶ ବେନିଆ,କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, ସାଂସଦ ପ୍ରତିନିଧି ଭାଗିରଥି ଧଙ୍ଗଡା ମାଝୀ,ଯୁବ ସମାଜସେବୀ ନରେନ୍ଦ୍ର ବେହେରା,ଲାଞ୍ଜିଗଡ ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ଧର ସନ୍ତୋଷ ରାଏ ମଞ୍ଚାସିନ ଥିଲେ।