This browser does not support the video element.
ଢେଙ୍କାନାଳ ସଦର: ମୋଟରୀ ଗ୍ରାମରେ ଗଣେଶ ଭାଷାଣୀକୁ ନେଇ କୁଅରେ ଆବର୍ଜନା ପକାଇଲେ, ପାଣିପାଇଁ ଗ୍ରାମ ବାସୀ ହନ୍ତସନ୍ତ
Dhenkanal Sadar, Dhenkanal | Sep 8, 2025
ଢେଙ୍କାନାଳ ଜିଲ୍ଲା ସଦର ଥାନା ମୋଟରୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମରେ ଗତ ୬ ତାରିଖ ଦିନ ଗଣେଶ ମେଢ ଭାଷାଣୀ ବେଳେ ଜନୈକ ବ୍ୟକ୍ତିଙ୍କ ଘର କବାଟରେ କଦଳୀ ଗଛ ବାଜିଥିଲା । ସେଥିପାଇଁ ଉକ୍ତ ବ୍ୟକ୍ତିଙ୍କ ପରିବାର ଗତ ରାତିରେ ଗ୍ରାମରେ ଥିବା କୁଅରେ ବଜ୍ୟବସ୍ତୁ ପକାଇ କୁଅ ପାଣିକୁ ଅପରିଷ୍କାର କରିଥିବା ଆଜି ଗ୍ରାମରେ ଲୋକମାନେ ଅଭିଯୋଗ କରିଥିବା ଅପରାହ୍ନ ୪ଟାରେ ସୂଚନା ମିଳିଛି।