This browser does not support the video element.
ବିଞ୍ଝାରପୁର: ଦୁଦୁରାଅନ୍ତା ପଞ୍ଚାୟତ ବିଭିନ୍ନ ବନ୍ୟା ପ୍ରବାହିତ ଗାଁକୁ ବିଧାୟିକାଙ୍କ ଗସ୍ତ,ପୀଡ଼ିତଙ୍କ ସୁବିଧା ଅସୁବିଧା ସମ୍ପର୍କରେ କଲେ ଅନୁଧ୍ୟାନ
Binjharpur, Jajpur | Aug 27, 2025
ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ ବିଭିନ୍ନ ବନ୍ୟା ପ୍ରବାହିତ ଗାଁକୁ ବିଧାୟିକାଙ୍କ ଗସ୍ତ,ପୀଡ଼ିତଙ୍କ ସୁବିଧା ଅସୁବିଧା ସମ୍ପର୍କରେ କଲେ ଅନୁଧ୍ୟାନ l କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଆଡି ବନ୍ଧ ଭାଙ୍ଗିବା ଘଟଣାକୁ ଆଜକୁ 3ଦିନରେ ପହଁଚିଲା l ଏବେବି ଅନେକ ଗ୍ରାମବାସୀ ବନ୍ୟା ପାଣି ଯୋଗୁ ହନ୍ତସନ୍ତ ହେଉଛନ୍ତି l ସେପଟେ ଆଜି ଦୁଦୁରାଅନ୍ତା ପଂଚାୟତକୁ ବିଧାୟିକା ସୁଜାତା ସାହୁ ଗସ୍ତ କରିଛନ୍ତି l ଶ୍ରୀମତୀ ସାହୁ ପଂଚାୟତରେ ପହଂଚିବା ପରେ ବନ୍ୟା ପୀଡ଼ିତ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି l ଏଥିସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ରନ୍ଧା