This browser does not support the video element.
ପାଟଣାଗଡ: ବେଲପଡା କୁ ଏନ ଏ ସି ଘୋଷଣା ନହେବାରୁ ଅଭିନବ ପ୍ରତିବାଦ ର ଭିଡ଼ିଓ ଭାଇରାଲ
Patnagarh, Balangir | Aug 31, 2025
ଆଜି ରାଜ୍ୟ ସରକାର ନୂତନ କେତୋଟି ଏନ ଏ ସି ଘୋଷଣା କରିଛନ୍ତି ।ଯେଉଁ ଥିରେ ବେଲପଡା ନାହିଁ ଏଥିରେ ଅସନ୍ତୋଷ ପ୍ରକାଶ କରି କୋଶଳ ରାଜ୍ୟ ସମର୍ଥକ ମାନେ ବେଲପଡା ରେ ବାଣ ଫୁଟାଇ ଅଭିନବ ବିରୋଧ ପ୍ରତିବାଦ କରିଛନ୍ତି ଏହାର ଭିଡ଼ିଓ ରବିବାର ଅପରାହ୍ନ ୩ ଠାରୁ ଭାଇରାଲ ହେଉଛି ।