This browser does not support the video element.
ଭୋଗରାଇ: ଭୋଗରାଇ କଂଗ୍ରେସ ପକ୍ଷରୁ ଶକ୍ତିପ୍ରଦର୍ଶନ ,ବିଶାଳ ରାଲି ସହିତ ଜିଲ୍ଲା ସଭାପତିଙ୍କୁ ସ୍ୱାଗତ ଓ ଦେହୁର୍ଦ୍ଦା ରେ ସାଙ୍ଗଠନିକ ବୈଠକ
Bhograi, Balasore | Oct 7, 2025
ଆଜି କଂଗ୍ରେସ ତରଫରୁ ବିରାଟ ରାଲି ଭୋଗରାଇ ରେ ଦେଖିଵାକୁ ମିଳିଛି। ହଜାର ହଜାର କଂଗ୍ରେସ କର୍ମୀ ଏହି ଵିରାଟ ରାଲି ରେ ଦେଖିଵାକୁ ମିଳିଥିଲା। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ର ସଭାପତି ହେଲେ ସତ୍ୟଶିବ ଦାସ। କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଭୋଗରାଇ ବାସୀ ତରଫରୁ ସ୍ବାଗତମ୍ ଜଣାଇଥିଲେ। ଅନେକ କଂଗ୍ରେସ କର୍ମୀ ସତ୍ୟଶିବ ଦାସ ଜିଲ୍ଲା ସଭାପତି ଙ୍କୁ ଵାଲିଆପାଳ ଜଳେଶ୍ୱର ଏମିତି ପ୍ରତେକ ବ୍ଳକ ରୁ ଆସି ସ୍ବାଗତମ୍ ଜଣାଇଥିଲେ। କଂଗ୍ରେସ ଜିଲ୍ଲା ସଭାପତି ସତ୍ୟଶିଵ ଦାସ କହିଛନ୍ତି ମୁ ଲୋକ ମାନଙ୍କ ପାଇଁ ଅଛି ସଵୁବେଳେ ରହିଛି ରହିଥିଵି।