Download Now Banner

This browser does not support the video element.

ପିପିଲି: ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଅଣଦେଖା ମନୋଭାବ ପ୍ରତିବାଦରେ ଡେଲାଙ୍ଗ ପ୍ରେସକ୍ଳବର BDOଙ୍କୁ ୫ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ

Pipili, Puri | Mar 15, 2024
୫ଦଫା ଦାବୀ ଯଥା ବୟସ୍କ ସାମ୍ବାଦିକଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ, ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ଅଧିସ୍ଵୀକୃତି ପ୍ରଦାନ,ରାଜ୍ୟରେ ପ୍ରେସ୍‌ ଏକାଡେମୀ ଗଠନ,ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ନେଇ ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ପ୍ରେସ କ୍ଳବର ସଭାପତିଙ୍କ ନେତୃତ୍ୱରେ ଶୁକ୍ରବାର ଅପରାହ୍ନ ୪ଘଟିକା ସମୟରେ ଡେଲାଙ୍ଗର କାର୍ଯ୍ୟରତ ସାମ୍ବାଦିକ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆନ୍ଦୋଳନ ଜାରି ରହିବା ନେଇ ସୁଚାଇଥିଲେ ସାମ୍ବାଦିକମାନେ
Read More News
T & CPrivacy PolicyContact Us