Install App
santoshbaral67
This browser does not support the video element.
ନିମାପଡା: ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲା, ୨ଅଭିଯୁକ୍ତ ଭୁବନେଶ୍ଵରରୁ ଗିରଫ
Nimapada, Puri | Oct 4, 2025
ନିମାପଡ଼ା ବ୍ଳକ ଅନ୍ତର୍ଗତ ବଳଙ୍ଗା ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ୧୫ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ପୁଲିସ ଆଜି ସଂଧ୍ୟା ୬ଟାରେଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଅଭିଯୁକ୍ତକୁ ପୁଲିସ ଭୁବନେଶ୍ଵରରୁ ଗିରଫ କରିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!