Download Now Banner

This browser does not support the video element.

ଚମ୍ପୁଆ: ଲଗାଣ ବର୍ଷାରେ ରାଉତରାପୁର ଗାଁରେ ଉପୁଡିଲା ଗଛ, ତାର ଛିଣ୍ଡି ବିଦ୍ୟୁତ ସରବରାହ ପ୍ରଭାବିତ

Champua, Kendujhar | Aug 24, 2025
ଚମ୍ପୁଆ ରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ରେ ରାଉତରାପୁର ଗାଁ ରେ ଏକ ଗଛ ଉପୁଡି ବିଦ୍ୟୁତ ତାର ଛିଣ୍ଡି ବାରୁ ବିଦ୍ୟୁତ ସରବରାହ ପ୍ରଭାବିତ ହେଇଛି ଏ ନେଇ ଦୁଇଟା ବେଳେ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଛି
Read More News
T & CPrivacy PolicyContact Us