Download Now Banner

This browser does not support the video element.

କେନ୍ଦୁଝର ସହର: ମା ପାଇଁ ଗଛଟିଏ କାର୍ଯ୍ୟାକ୍ରମ ପାଇଁ ଚାରା ବଣ୍ଟନ ଦେଓଗାଁ ବନାଞ୍ଚଳ ପକ୍ଷରୁ ଶୁଭାରମ୍ଭ

Kendujhar Town, Kendujhar | Sep 6, 2025
କେନ୍ଦୁଝର ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନିର୍ଦେଶ କ୍ରମେ ଏବଂ ଦେଓଗାଁ ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ଦାସ ଙ୍କ ତତୁଆ ବଧାନରେ 4 ଗୋଟି ଗ୍ରାମ ପଂଚାୟତ ରେ 500 ଗୋଟି ଚାରା ବଣ୍ଟନ କରାଗଲା 1-ବଡ଼ପାଳାଶ ପାଳ, 2-ଭଅଁର ପୁର, 3-ଭଗାମୁଣ୍ଡା, 4-ଗୌଣୀଘସା, ହରିଚନ୍ଦନପୁର ଫରେଷ୍ଟର ଶ୍ରୀଯୁକ୍ତ ବୁଦ୍ଧଦେବ ଦେବ ସହୂ ନୋଡାଲ ଅଫିସର ଭାବେ ଦାୟିତ୍ୱ ନେଇ ଚାରିଗୋଟି ଜିପି ର P E O ଓ ADEO ଙ୍କୁ ଦିଆ ଗଲା ଏଥିରେ ଅଂଶ ଗ୍ରହଣ କରିଥିଲେ ଫୋରେଷ୍ଟ ଗାର୍ଡ -ରଞ୍ଜନ କୁମାର ବେହେରା, ବନ୍ଦିତା
Read More News
T & CPrivacy PolicyContact Us