This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଭଣ୍ଡାରିପୋଖରୀ ବାସୀଙ୍କ ମଙ୍ଗଳ କାମନା କଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ
Bhadrak Rural, Bhadrak | Aug 28, 2025
ପଲ୍ଲୀ ଠାରୁ ଦିଲ୍ଲୀ,ଗାଁ ଠାରୁ ସହର ଅଗ୍ରପୂଜ୍ୟ ସିଦ୍ଧି ବିନାୟକଙ୍କ ଚତୁର୍ଥୀ ପାଇଁ ଚଳଚଞ୍ଚଳ, ସବୁଠି ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ବିଘ୍ନରାଜ ବାବା ଗଣେଶ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ଅଗ୍ରପୂଜ୍ୟ ବାବା ଗଣେଶ ଦର୍ଶନ କରିବା ସହ ଜନସାଧାରଣଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିବା ସହ ଆପଣାର ମଣିଷଙ୍କୁ ପାଖରେ ପାଇବା ସୁଯୋଗ ଆଣି ଦେବା ସହିତ ସମ୍ପର୍କ ର ସୁତାଖିୟ କୁ ଆହୁରି ମଜବୁତ କରିଥାଏ ପୂଜା ମଣ୍ଡପ ଏକତା ବୋଲି ମତପ୍ରକାଶ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ଏହି ଖବର ଆଜି ସଂଧ୍ୟା 5 ଟାରେ ହସ୍ତଗତ ହୋଇଛି