Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ଏନଏସି ୨ନମ୍ବର ୱାର୍ଡ ମହିମା ଟୁଙ୍ଗି ସାହି ରାସ୍ତା ଉପରେ ଶୁକ୍ରବାର ୧୨ଟାରେ ଆଣ୍ଠୁଏ ଉଚର ନର୍ଦମା ପାଣି ଲୋକେ ହଇରାଣ

Kamakshyanagar, Dhenkanal | Sep 5, 2025
କାମାକ୍ଷାନଗର ଏନଏସି ୨ନମ୍ବର ୱାର୍ଡ ମହିମା ଟୁଙ୍ଗି ସାହି ରାସ୍ତା ଉପରେ ଶୁକ୍ରବାର ୧୨ଟାରେ ଆଣ୍ଠୁଏ ଉଚର ନର୍ଦମା ପାଣି ଲୋକେ ହଇରାଣ ।ସହରାଞ୍ଚଳ ଲୋକମାନେ ଭଲରେ ରହିବା ପାଇଁ ସରକାର କେତେକଣ ଯୋଜନା କରୁଥିବା ବେଳେ ବାସ୍ତବରେ ଦେଖନ୍ତୁ କମାକ୍ଷାନଗର ଏନଏସି ୨ନମ୍ବର ୱାର୍ଡ ମହିମା ଟୁଙ୍ଗି ସାହି ରାସ୍ତା ଉପରେ ଆଣ୍ଠୁଏ ଉଚର ନାର୍ଦମା ଡ୍ରେନ ପାଣି ରାସ୍ତା ଉପରେ ଅଛି ଲୋକମାନେ ନାହିଁନଥିବା ହଇରାଣ ହେଉଛନ୍ତି ।
Read More News
T & CPrivacy PolicyContact Us