Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଅର୍ଣ୍ଣପୂର୍ଣା ରଙ୍ଗ ମଞ୍ଚ ଠାରେ ୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ l

Puri M, Puri | Aug 25, 2025
୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା। ପୁରୀ ପ୍ରମୁଖ ସଂସ୍କୃତିକୁ ସଂଗଠନ 'କୁମାର ଉତ୍ସବ ସମିତି' ପକ୍ଷରୁ ଆଗାମୀ ଅକ୍ଟୋବର ୮,୯ ଏବଂ ୧୦ ତାରିଖ ତିନିଦିନ ବ୍ୟାପି ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି "୫୮ତମ କୁମାର ଉତ୍ସବ-୨୦୨୫"। ଏହି ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଗତ ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା 7 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Read More News
T & CPrivacy PolicyContact Us