Download Now Banner

This browser does not support the video element.

ଅନୁଗୋଳ: ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ ଅନୁଗୋଳର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ

Anugul, Angul | Aug 31, 2024
ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଶନିବାର ଅପରାହ୍ନରେ ଦଣ୍ଡାଦେସ ଶୁଣାଇଛନ୍ତି l ସୂଚନାଯୋଗ୍ୟ, କରଲଗା ଗାଁର ଶକ୍ତି ନାଏକ ନାମକ ଜଣେ ଯୁବକ ପଡିଶା ଘରର ଜଣେ ନାବାଳିକା ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ନାବଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ବାଧ୍ୟ ହୋଇ ନାବାଳିକା ଜଣଙ୍କ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଶକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏହି ଘଟଣାରେ ୯ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି l
Read More News
T & CPrivacy PolicyContact Us