Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୋଟ ଚୋରି ପ୍ରସଙ୍ଗରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Bhubaneswar M Corp, Khordha | Aug 21, 2025
ଭୋଟ ଚୋରୀ ପ୍ରସଙ୍ଗକୁ ନେଇ ରାଜ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ପ୍ରଭାରୀ କରଣ ତମସେତ ୱାରଙ୍କ ନେତୃତ୍ୱରେ ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପଦର୍ଶନ କରିଛନ୍ତି।  ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କ କୁଶ ପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ।ନିର୍ବାଚନ କମିଶନ ତୁରନ୍ତ ରାହୁଲ ଗାନ୍ଧୀ ପଚାରିଥିବା ପ୍ରଶ୍ନ ର ଉତ୍ତର ଦିଅନ୍ତୁ ବୋଲି ଦାବୀ କରିଛନ୍ତି କଂଗ୍ରେସ ।ଦେଶରେ ଭୋଟ ଚୋରୀର ସରକାର ଚାଲିଛି ରାଜ୍ୟରେ ମଧ୍ୟ ଭୋଟ ଚୋରୀ ହୋଇଛି।
Read More News
T & CPrivacy PolicyContact Us