This browser does not support the video element.
ନୂଆପଡା: ଖଡ଼ିଆଳ ଅଞ୍ଚଳରେ ବିଦ୍ୟାଦାତା ଗଣେଷଙ୍କ ପୂଜା ଅନୁଷ୍ଠିତ
Nuapada, Nuapada | Aug 27, 2025
ଆଜି ବିଦ୍ୟାଦାତା ଗଣେଶଙ୍କ ପୂଜା ଖଡ଼ିଆଳ ଅଞ୍ଚଳରେ ବର୍ଷ ଉଲ୍ଲାସରେ ପାଳିତ ହୋଇ ଯାଇଛି। ସମସ୍ତ ବିଦ୍ୟାଳୟ, ସରକାରୀ ବେସରକାରୀ କାର୍ଯ୍ୟାଳୟ, କ୍ଳବ୍ ଆଦିରେ ଭଗବାନ ଗଣେଶଙ୍କୁ ଶ୍ରଦ୍ଧାର ସହିତ ଆଜି ୫ ଟା ଯାଏଁ ପୂଜା କରାଯାଇଛି। ବିଭିନ୍ନ ସ୍ଥାନରେ ଗଜାନନଙ୍କ ମୃଣ୍ମୟୀ ମୂର୍ତ୍ତି ସବୁ ଶୋଭା ପାଉଥିବା ବେଳେ ତାଙ୍କୁ ବିଭିନ୍ନ ରୂପରେ ସଜା ଯାଇଛି। ଏନେଇ ଭଜନ କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଇଛି।