Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଧାମନଗର ଗୁଆପଖରୀ ରେ ଝିଅ କୁ ଅପହରଣ କରିଛି ଧରମ ଭାଇ , ଉଦ୍ଧାର ପାଇଁ ବାହୁନି କାନ୍ଦୁଛି ମା,ପରିବାର ଲୋକଙ୍କ ପକ୍ଷରୁ ଏସପିଙ୍କ ଦ୍ୱାରସ୍ତ

Bhadrak Rural, Bhadrak | Sep 11, 2025
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଗୁଆପୋଖରି ଅଞ୍ଚଳ କୈଳାଶ ରାଉତ ଙ୍କ ସାନ ଭାଇ ଙ୍କ ଘରକୁ ଜଣେ ଅଜଣା ଯୁବକ ଯିବା ଆସିବା କରୁଥିଲେ,ଯୁବକ ଜଣକ ଭାଇ ଙ୍କ ଝିଅ ର ଧରମ ଭାଇ ବୋଲି ପରିଚୟ ଦେଇଥିଲେ,ଅଗଷ୍ଟ ମାସ 8 ତାରିଖ ରେ ନାବାଳିକା ଜଣକ କଲେଜ ଯାଇ ଆଉ ଫେରି ନଥିଲେ,ଶେଷ ରେ ପରିବାର ଲୋକେ ଧାମନଗର ଥାନା ରେ ଝିଅ କୁ ଅଜଣା ଧରମ ଭାଇ ଅପହରଣ କରିଥିବା ଅଭିଯୋଗ କରିଥିଲେ, ଦୀର୍ଘ ଦିନ ଅପେକ୍ଷା ପରେ ଝିଅ ଉଦ୍ଧାର ନ ହେବାରୁ ଭଦ୍ରକ ଏସପି ଙ୍କ ଦ୍ୱାରସ୍ତ୍ ହୋଇଛନ୍ତି ଓ ନାବାଳିକା ଝିଅ କୁ ଉଦ୍ଧର ପାଇଁ ଅନୁରୋଧ କରିଛନ୍ତି,ଏହି ଖବର ଆଜି ଦିନ 1 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us