Install App
harishbhoi
This browser does not support the video element.
ଭଟଲି: ମୁଣ୍ଡାପଡା ଗ୍ରାମରୁ 2 ଜଣଙ୍କୁ ଗିରଫ କରି 30 ଲିଟର ଦେଶିରନ୍ଧା ମଦ ଜବତ କଲା ଭଟଲୀ ଅବକାରୀ ବିଭାଗ
Bhatli, Bargarh (Baragarh) | Sep 24, 2025
ଭଟଲୀ ବ୍ଲକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମର 2 ଅଭିଯୁକ୍ତ ପ୍ରସାଦୁ ଜେନା ଓ ଦୈତାରୀ ନେଗୀଙ୍କ ଠାରୁ 30.ଲିଟର ଦେଶି ରନ୍ଧାମଦ ଜବତ କରି ଅଭିଯୁକ୍ତ ଙ୍କୁ 5 PM ରେ କୋର୍ଟଚାଲାଣ କଲି ଭଟଲୀ ଅବକାରୀ ବିଭାଗ । ଏହି ଚଢାଉ ରେ ଭଟଲୀ ଅବକାରୀ ବିଭାଗ OIC ଉଷାବତୀ ଗୌଡ ଓ ଅନ୍ଯାନ୍ଯ ଷ୍ଟାଫ ସାମିଲ ହୋଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!