Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ହକି ଦଳକୁ ଶୁଭେଚ୍ଛା ଜଣାଇ ଭୁବନେଶ୍ୱର 6ନଂ ବାସଭବନରେ ପ୍ରତିକ୍ରିୟା ରଖିଲେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
Bhubaneswar M Corp, Khordha | Sep 8, 2025
କୋରିଆକୁ ହରାଇ ଏସିଆ କପର ଟାଇଟଲ ଜିଣିଥିବା ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଏହି ବିଜୟ ସମଗ୍ର ଭାରତ ପାଇଁ ଖୁସି ଆଣିବା ସହିତ ଆଗାମୀ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!