Download Now Banner

This browser does not support the video element.

କେନ୍ଦୁଝର ସହର: କଂଗ୍ରେସ କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ପାଟଣା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ

Kendujhar Town, Kendujhar | Sep 7, 2025
କଂଗ୍ରେସ୍ ର କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ତାମିଲନାଡୁ ର ଭେଲାଚେରୀ ବିଧାୟକ ଜେ ଏମ ଏଚ୍ ହାସନ ମୌଲାନା କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। କଂଗ୍ରେସ କେନ୍ଦୁଝର ଜିଲ୍ଲା ସଭାପତି ପଦ ନିମନ୍ତେ ଏହି ଗସ୍ତ ର ବିଶେଷ ଭୂମିକା ଗ୍ରହଣ କରିଥିବା ବେଳେ ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ମାନେ ନିଜ ପସନ୍ଦର ନାମ ଜିଲ୍ଲା ସଭାପତି ନିମନ୍ତେ ଏକ ତାଲିକା ଦେବେ ସେହି ତାଲିକା କୁ ଭିତ୍ତି କରି ଜିଲ୍ଲା ସଭାପତି ଚୟନ କରାଯିବ।
Read More News
T & CPrivacy PolicyContact Us