This browser does not support the video element.
ପାଟଣାଗଡ: ସ୍ଥାନୀୟ ବ୍ଳକ ପରିସରରେ ବିକାଶ ଵିହାନର ଶୁଭାରମ୍ଭ କଲେ ସ୍ଥାନୀୟ ବିଡ଼ିଓ
Patnagarh, Balangir | Jun 12, 2025
ପାଟଣାଗଡ଼ ବ୍ଳକ ପରିସରରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ବିଡ଼ିଓ ସୁମନ ମିଞ ତହସିଲଦାର ଏବଂ ସିଡିପିଓ ବିକାଶ ବାହନ କଙ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏଥିପାଇଁ ଅନୁଷ୍ଠିତ ଉତ୍ସବରେ ବ୍ଳକ ର ବିଭିନ୍ନ ଅଧିକାରୀଙ୍କ ସହ ବିଜେପି ର କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ