Download Now Banner

This browser does not support the video element.

କଣ୍ଟାମାଳ: ଘଣ୍ଟାପଡା ଅଂଚଳରେ ଇଷ୍ଟ ଦେବିଙ୍କ ନିକଟରେ ନବାନ୍ନ ଲାଗିବା ପରେ ଅଂଚଳରେ ଖାଇଲେ ନୂଆ

Kantamal, Boudh (Bauda) | Aug 28, 2025
ଘଣ୍ଟାପଡା ଅଂଚଳରେ ଇଷ୍ଟ ଦେବିଙ୍କ ନିକଟରେ ନବାନ୍ନ ଲାଗିବା ପରେ ଅଂଚଳରେ ଖାଇଲେ ନୂଆ ଆଜି ହେଉଛି ପଶ୍ଚିମ ଓଡିଶା ର ବଡ଼ଘା ତିହାର ନୂଆଖାଇ ସେଥିପାଇଁ ଚଳଚଞ୍ଚଳ ହୋଈଛି ଗାଁ ରୁ ସହର ତେବେ ଘଣ୍ଟାପଡା ଇଷ୍ଟ ଦେବି ମା ସମେଳେଶ୍ୱରୀ ଙ୍କ ପୀଠ ରେ ନୁଆଲାଗିଥିଲା ଏହା ପରେ ଅଂଚଳଲୋକ ଦିନ 12ଘଣ୍ଟା ପରେ ନିଜ ଘରେ ପୂଜା ଅର୍ଚନା କରିଥିଲେ I ଏକାଠି ବସି ସମସ୍ତେ ନୂଆଖାଇ ଥିଲେ I
Read More News
T & CPrivacy PolicyContact Us