Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ପଞ୍ଚାୟତ NAC ଘୋଷଣା ରୁ ବାଦ ପଡିବା ପରେ ତେଜୁଛି ରାଜନୀତି ବିବାଦ, ବନ୍ଦ ଡାକରା ନେଇ ବସିଲା ବୈଠକ

Hinjili, Ganjam | Sep 2, 2025
ରାଜ୍ୟରେ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ, ସହ କିଛି ପରିଷଦ କୁ ପୌର ପରିଷଦ ଘୋଷଣା କରିଛନ୍ତି ରାଜ୍ୟ ସରକାର. ହେଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ପଞ୍ଚାୟତ ପୂର୍ବ ସରକାର କୁ NAC ଘୋଷଣା କରଥିବା ବେଳେ ବର୍ତମାନ ସରକାର ରେ ଏହାକୁ ବାଦ ଦେଇଥିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି. ଯାହାକୁ ନେଇ ଆଜି ଆଗାମୀ ଦିନରେ ବନ୍ଦ ଡାକରା କୁ ନେଇ ବସିଲା ଗୁରିତ୍ୱପୂର୍ଣ ବୈଠକ।
Read More News
T & CPrivacy PolicyContact Us