This browser does not support the video element.
ବୀରମହାରାଜପୁର: ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟରେ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Biramaharajpur, Subarnapur (Sonepur) | Sep 7, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ବିଦ୍ୟାଳୟ ଠାରେ ସମ୍ବାଦ ପକ୍ଷରୁ " ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ସାମ୍ବାଦିକ ରାଧାକାନ୍ତ ବାଘ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମକି ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ବୈଜ୍ଞାନିକ ଯୁଗରେ ପରିବେଶ ସନ୍ତୁଳନ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l ମୁଖ୍ୟ ବକ୍ତା ଭାବରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଏବଂ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଶେଷଦେବ ବାରିକ ଯୋଗ ଦେଇ ସୁରକ୍