Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ଥାନା ପୋଲିସର ସାଇକେଲ ଶୋଭାଯାତ୍ରା, ସହରବାସୀଙ୍କୁ ସାଇକେଲ ଚାଳନା ପାଇଁ କଲେ ସଚେତନ

Baudh Sadar, Boudh (Bauda) | Aug 24, 2025
ରବିବାର ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ବୌଦ୍ଧ ସହରରେ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟ ଓ ଆଇଆଇସି ରଂଜିତ ମୁନୀଙ୍କ ନେତୃତ୍ବରେ ବୌଦ୍ଧ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ବୌଦ୍ଧ ଥାନାରୁ ବାହାରି ସାଇକେଲ ଚାଳନା କରି ସହର ପରିକ୍ରମା କରିଥିଲେ | ନିଜ ସ୍ୱାସ୍ଥ୍ୟକୁ ଫିଟ ରଖିବା ପାଇଁ ସାଇକେଲ ଚାଳନା ପାଇଁ ଜନସାଧାରଣଙ୍କୁ ବାର୍ତ୍ତା ପ୍ରଦାନ କରା କରା ଯାଇଥିଲା l
Read More News
T & CPrivacy PolicyContact Us