Install App
dhenkanalknagar
This browser does not support the video element.
ପରଜଙ୍ଗ: ପାକଟମୁଣ୍ଡା ଗାଁରେ ଶୁକ୍ରବାର ୩ଟାରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ଅନୁଗୁଳ ଆରସିସିଏଫ ସଞ୍ଜୟ ସ୍ୱାଇଁ
Parajang, Dhenkanal | Sep 12, 2025
ପାକଟମୁଣ୍ଡା ଗାଁରେ ଶୁକ୍ରବାର ୩ଟାରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ଅନୁଗୁଳ ଆରସିସିଏଫ ସଞ୍ଜୟ ସ୍ୱାଇଁ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପାକଟମୁଣ୍ଡା ଗାଁରେ ଶୁକ୍ରବାର ସାମୁହିକ ଭାବରେ ବନ ବିଭାଗ ତରଫରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଆରସିସିଏଫ ସଞ୍ଜୟ ସ୍ୱାଇଁ ଉପସ୍ଥିତ ଥିବାବେଳେ ଗ୍ରାମବାସୀ ଓ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!