Download Now Banner

This browser does not support the video element.

ବୌଦ୍ଧ ସଦର: ବୁରୁବୁଡା ଶିବ ମନ୍ଦିର ଠାରେ ଚାଲିଥିବା ସପ୍ତାହ ବ୍ୟାପି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଭାଗବତ ସପ୍ତାହ ଉଦଯାପିତ

Baudh Sadar, Boudh (Bauda) | Sep 7, 2025
ରବିବାର ଅପରାନ୍ହରେ ହରଭଙ୍ଗା ବ୍ଲକ ତିଲେଶ୍ବର୍ ପଞ୍ଚାୟତ ବୁରୁବୁଡା ଗୁପ୍ତେଶ୍ୱର ଶିବ ମନ୍ଦିର ପରିସରରେ ସପ୍ତାହ ବ୍ୟାପି ଚାଲିଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଓ ଶ୍ରୀମଦ୍ ଭାଗବତ ପାରାୟଣ ଉଦଯାପିତ ହୋଇ ଯାଇଛି l ବ୍ୟାସ ଭାବରେ ଦୀର୍ଘ 7 ଦିନ ଧରି ସିଙ୍ଗାରୀ ଗ୍ରାମର ବିକାଶ ମିଶ୍ର ଶ୍ରୀମଦ୍ ଭାଗବତ ପାରାୟଣ ଗାନ କରିଥିବା ବେଳେ ପୂଜକ ଭାବରେ ଠେଲା ମାରୁଣୀ ଗ୍ରାମର ଚନ୍ଦ୍ର ଶେଖର ପୁରୋହିତ ପୂଜାକାର୍ଯ୍ୟ ତୁଲାଇଥିଲେ l
Read More News
T & CPrivacy PolicyContact Us