This browser does not support the video element.
ପରଜଙ୍ଗ: ପଦ୍ମପୋଖରୀ ଗାଁରେ ଶେଷ ପାଳିରେ ଖୁଦୁରୁକୁଣୀ ପୂଜା ଉଦଯାପିତ
Parajang, Dhenkanal | Aug 31, 2025
ପଦ୍ମପୋଖରୀ ଗାଁରେ ଶେଷ ପାଳିରେ ଖୁଦୁରୁକୁଣୀ ପୂଜା ଉଦଯାପିତା ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ରବିବାର ରାତି ୭ଟାରେ ମା ମଙ୍ଗଳ ଙ୍କ ଖୁଦୁରୁକୁଣୀ ଉଷା ଶେଷ ହୋଇଛି। ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ମାଆ ମଙ୍ଗଳଙ୍କ ଖୁଦୁରୁକୁଣୀ ଉଷା ହୋଇଥାଏ ଆଜି ହେଉଛି ଶେଷ ପାଳି। ଭାଇ ମାନଙ୍କ ମଙ୍ଗଳ କାମନା କରି ଭଉଣୀ ମାନେ ଉଷା କରିଥାନ୍ତି। ଏହି ଉଷା ଶେଷ ପାଳିରେ ପୂଜା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭଜନ କୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ପରିବେଶ।