Download Now Banner

This browser does not support the video element.

ଭୋଗରାଇ: ସୌମ୍ୟାଶ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୋଗରାଇ ମହିଳା ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Bhograi, Balasore | Aug 22, 2025
ବୃକ୍ଷ ଆମ ଯିବ ଜଗତକୁ ସୌନ୍ଦର୍ଯ୍ୟମୟ ରେ ଭରପୁର କରିବା ସହିତ ଆମ ପରିବେଶକୁ ସ୍ୱଚ୍ଛ ନିର୍ମଳରେ ପରିପୂର୍ଣ୍ଣ କରିଥାଏ । ଏହି ପରିପ୍ରେକ୍ଷୀରେ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ସୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କଲେ ଭୋଗରାଇ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ । ଭୋଗରାଇ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନେ ସୌମ୍ୟଶ୍ରୀଙ୍କ ଉଦ୍ଧେଶ୍ୟରେ ଭୋଗରାଇ ଗଛ ଲଗାଉ ଜୀବନ ବଞ୍ଚାଉ ନାରା ଦେଇ କଲେଜ ରୁ ଏକ ସଚେତନତା ରାଲି କରି ଭୋଗରାଇ ମାଆ ବାସୁଳି ମନ୍ଦିର , ମହାବିଦ୍ୟାଳୟ ପରିସର ଓ ଶ୍ୟାମ ସୁନ୍ଦର ସଂସ୍କୃତ ବିଦ୍ୟାଳୟରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି ।
Read More News
T & CPrivacy PolicyContact Us