Download Now Banner

This browser does not support the video element.

ଅନୁଗୋଳ: ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା, ଛାତ୍ରୀ ଶିଶୁକନ୍ୟାଙ୍କ ନିରାପତ୍ତା ଏବଂ ମର୍ଯ୍ୟାଦା ଦାବିରେ ନାଗରିକ କନଭେନସନ ଅନୁଷ୍ଠିତ

Anugul, Angul | Aug 31, 2025
ରାଜ୍ୟରେ ମହିଳା, ଛାତ୍ରୀ, ଶିଶୁକନ୍ୟାଙ୍କ ଉପରେ ବଢ଼ି ·ଲିଥିବା ଅତ୍ୟାଚାର, ଦୁଷ୍କର୍ମ ଏବଂ ହତ୍ୟା ଭଳି ଘଟଣା ସମାଜର ସଚେତନ ନାଗରିକ ମାନଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି । ଏ ସଂକ୍ରାନ୍ତରେ ରବିବାର ପୂର୍ବାହ୍ନରେ ଅନୁଗୁଳ ସହର ମଧ୍ୟସ୍ଥ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ନାଗରିକ କନଭେନସନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନ ଅଧ୍ୟାପକ ପୂର୍ଣ୍ଣେନ୍ଦୁ ଭୂତିଆ କନଭେନସନ ଚିଠା ପ୍ରସ୍ତାବକୁ ପାଠ କରିଥିଲେ । କନଭେନସନ ଉପସ୍ଥିତ ଥିବା ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସ, ଅଧ୍ୟ
Read More News
T & CPrivacy PolicyContact Us