Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କାଳ ବୈଶାଖୀ କୁ ନେଇ ଆସନ୍ତା କାଲି ପାଇଁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ।

Paralakhemundi, Gajapati | Apr 29, 2025
ଗଜପତି ଜିଲ୍ଲାରେ କାଳ ବୈଶାଖୀ କୁ ନେଇ ଆସନ୍ତା କାଲି ପାଇଁ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବକୁ ନେଇ ଆଜି ଆଇ ଏମ୍ ଡି ବିଭାଗ ପକ୍ଷରୁ ୟେଲୋ ସଙ୍କେତ ଜାରି ହୋଇଛି। ଚଳିତ ମାସ 30 ଏପ୍ରିଲ ଦିନ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସାଙ୍ଗକୁ 40 ରୁ 50 କିଲୋମିଟର ବେଗରେ ପବନ ବୋହିବାର ସୂଚନା ରହିଛି। ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ଆଜି ଦୁଇଟା ବେଳେ ଆଇ ଏମ ଡି ବିଭାଗ ପକ୍ଷରୁ ସୂଚନା ରହିଛି । ଗତ କିଛି ଦିନ ହେଲା ଜିଲ୍ଳାର କିଛି ଅଞ୍ଚଳରେ କାଳ ବୈଶାଖ
Read More News
T & CPrivacy PolicyContact Us