Download Now Banner

This browser does not support the video element.

ଜୁନାଗଡ: ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରୋତ୍ସାହନ ରାଶି ହଡ଼ପ ଅଭିଯୋଗ ନେଇ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ଲିମସେର ଗାଁ ର ଅନ୍ୟ ସଦସ୍ୟା

Junagarh, Kalahandi | Sep 2, 2025
ମା ଧରଣୀ ସ୍ଵୟଂ ସହାୟିକା ଗୋଷ୍ଠୀର ବ୍ୟାଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶିକୁ ଚଞ୍ଚକତା କରି ସଭାନେତ୍ରୀ ରୁକ୍ମିଣୀ ମଙ୍ଗରାଜ ଓ ସଂପାଦିକା ସଭ୍ୟା ପଟେଲ ବ୍ୟାଙ୍କରୁ ଉଠାଣ କରି ନେଇଥିବା ଗ୍ରୁପର ଅନ୍ୟ ସଦସ୍ୟା ମାନେ ମଙ୍ଗଳବାର ସକାଳ ୧୧ ଟାରେ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us