This browser does not support the video element.
ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ପଞ୍ଚାୟତ ର ବଡ଼ ଗୋଚ୍ଛା ଓ ସାନ ଗୋଚ୍ଛା ଗ୍ରାମରେ କାର୍ଯ୍ୟଦେଶ ବଣ୍ଟନ ର ଭୂମି ପୂଜନ କଲେ ବିଧାୟକ
Surada, Ganjam | Oct 7, 2025
"ପୂରଣ ହେବ ପକ୍କା ଘର ଆଶା,ବିକଶିତ ହେବ ଆମ ଓଡିଶା" ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତର ବଡ ଗୋଚ୍ଛା ଏବଂ ସାନ ଗୋଚ୍ଛା ଗ୍ରାମ ଠାରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ଅନ୍ତ୍ୟୋଦୟ ଗୃହ ଯୋଜନାର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରି ସମସ୍ତଙ୍କୁ ଅଭିନନ୍ଦନ ଜଣେଇଲେ | ଏହି ଯୋଜନାରେ ସମାଜରେ ଥିବା ଅନ୍ତିମ ଶ୍ରେଣୀର ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ |