Download Now Banner

This browser does not support the video element.

ବିଜେପୁର: ବିଜେପୁରରେ ପଞ୍ଚାୟତ ସମିତିର ନୂତନ ଅଧ୍ୟକ୍ଷଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ

Bijepur, Bargarh (Baragarh) | Aug 25, 2025
ବିଜେପୁରରେ ପଞ୍ଚାୟତ ସମିତିର ନୂତନ ଅଧ୍ୟକ୍ଷ ଙ୍କ ପ୍ରବେଶ ଉତ୍ସବ ଦୀର୍ଘ ଅନ୍ତରାଳ ପରେ ବିଜେପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀରେ ଶ୍ରୀ ଜୟକୃଷ୍ଣ ଡନସନା ଆଜି ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଆସନାରୋହଣ କରିଛନ୍ତି।ନିଜ ଆସନ ଗ୍ରହଣ ପୂର୍ବରୁ ସେ ମା’ କାଳୀଙ୍କ ପାଖରେ ପୂଜା-ଆରାଧନା କରିଥିଲେ। ସମସ୍ତ ରିଷ୍ଟ ଖଣ୍ଡନ ପାଇଁ ପୂଜା କାର୍ଯ୍ୟ ପୁସ୍ତକାଚାର୍ଯ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ
Read More News
T & CPrivacy PolicyContact Us