Download Now Banner

This browser does not support the video element.

ମୋଟୁ: ମାଲକାନଗିରି ଜିଲ୍ଲା ପୁଷୁଗୁଡା ପଞ୍ଚାୟତ ସଦର ମହକୁମାରେ ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ

Motu, Malkangiri | Sep 22, 2025
ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ମୋଟୁ ଠାରେ ମାଲକାନଗିରି ଜିଲ୍ଲା ସଂଯୋଜକ ଜି ଶ୍ରୀନିବାସ ରାଓ ଙ୍କ ନିର୍ଦ୍ଦେଶ କ୍ରମେ "ସମ୍ବିଧାନ ବଚାଓ" ପଦ ଯାତ୍ରା ବିଷୟରେ ପୋସୁଗୁଡ଼ା ପଞ୍ଚାୟତ ରେ ଆଲୋଚନା କରାଯାଇଛି । ଯାହା ୨ ଅକ୍ଟୋବର ୨୦୨୫ ରେ ମାଲକାନଗିରି ଜିଲ୍ଲା (ମୋଟୁ,ମୁଗି ପଏଣ୍ଟ) ରୁ ଆରମ୍ଭ ହେବ। ଏହି ବୈଠକରେ କାଲିମେଳା ବ୍ଲକ ପୂର୍ବତନ ଚେୟାରମେନ ମାଲା ମାଢି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋନଜ କୁମାର ନାୟକ, ରାଜ୍ୟ ସମ୍ପାଦକ ସୋନ୍ତୋଷ ପଟ୍ଟନାୟକ, ପୂର୍ବତନ NSUI ସଭାପତି ବଂଶୀ ବୁରୁଦା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଦେବାଶିଷ ଦେବନାଥ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us