This browser does not support the video element.
ଝାରସୁଗୁଡା: ସାଗରପାଲି ଛକ ରୁ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଙ୍ଗାଲି ପୋଲିସ
Jharsuguda, Jharsuguda | Sep 12, 2025
ମଦ ଚାଲାଣ ବେଳେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାଗରପାଲି ଛକ ରୁ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଙ୍ଗାଲି ପୋଲିସ l ଗିରଫ ବ୍ୟକ୍ତି ଜଣକ ରାଜ କୁମାର ଖଣ୍ଡା ହୋଇଥିବାବେଳେ ଆଜି ଶୁକ୍ରବାର ଅପରାହ୍ନ ୨ ଟା ୩୦ ରେ ତାଙ୍କୁ କୋର୍ଟ ଚାଲାଣ କରିଛି ରେଙ୍ଗାଲି ପୋଲିସ l ଏହାସହ ଏକ ସ୍କୁଟି ଏବଂ ୬୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l