Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ।ସଦର ଠାରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Bhadrak Rural, Bhadrak | Aug 24, 2025
ଭଦ୍ରକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।। ବୈଠକରେ ଆସୋସିଏସନର ନବନିର୍ବାଚିତ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ଏହି ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧନା ମଧ୍ଯ ଦିଆଯାଇଛି । ଭଦ୍ରକ ଜିଲ୍ଲାରେ ଔଷଧ ବିତରଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆସୋସିଏସନର ସଦସ୍ଯଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାବାସୀଙ୍କୁ ସହଜ ଓ ସୁବିଧାରେ ଔଷଧ ଉପଲବ୍ଧ କରିବା ବିଷୟରେ ଆଲୋଚନା କରିଛନ୍ତି ମନ୍ତ୍ରୀ।
Read More News
T & CPrivacy PolicyContact Us