Download Now Banner

This browser does not support the video element.

ଯାଜପୁର: ଯାଜପୁର ଟାଉନ ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ପାଳିତ

Jajapur, Jajpur | Aug 31, 2025
ଯାଜପୁର ଟାଉନ ପୌର ପରିଷଦ କାର୍ଯ୍ୟାଳୟରେ ପୌର ପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ-୨୦୨୫ ପାଳିତ ହେଇଯାଇଛି । ଏହି ଅବସରରେ ଯାଜପୁର ପୌରପାଳିକା ପକ୍ଷରୁ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ। ଆଜି ପୌର କାର୍ଯ୍ୟାଳୟ ପରିସର ରେ ପୌରାଧକ୍ଷା ରଞ୍ଜୁଲତା ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ପୌରଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀନ୍ଧର ରାଉତଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏହି ଅବସରରେ ପୌର ପରିଷଦ ପକ୍ଷରୁ କର୍ମଚାରୀଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଇଥିଲା l
Read More News
T & CPrivacy PolicyContact Us