Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଖାଇ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ

Orient, Jharsuguda | Aug 23, 2025
ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଖାଇ ଗର୍ଭବତୀ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ l ବେଲପାହାଡ ପୋଲିସ ବେଲପାହାଡ ଥାନା ଅଂଚଳ ରୁ ଅଭିଯୁକ୍ତ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଜି ଶନିବାର ରାତି ୮ ଟା ରେ ସୂଚନା ଦେଇଛି l ସୂଚନା ଅନୁଯାୟୀ ବେଲପାହାଡ଼ ଥାନା ଅଞ୍ଚଳର ଗୋଟିଏ କଲେଜ ରେ ପଢୁଥିବା ଜଣେ ୧୭ ବର୍ଷୀୟ ନାବାଳିକା ଓ ଜଣେ ୨୨ ବର୍ଷୀୟ ଯୁବକ ଙ୍କ ମଧ୍ୟରେ ନିବିଡ଼ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା l
Read More News
T & CPrivacy PolicyContact Us