Download Now Banner

This browser does not support the video element.

ଚମ୍ପୁଆ: ମୁର୍ଗା ମହାଦେବ ମନ୍ଦିର ଘାଟି ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ଗୁରୁତର

Champua, Kendujhar | Aug 28, 2025
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ମୁର୍ଗା ମହାଦେବ ମନ୍ଦିର ଘାଟି ରାସ୍ତାରେ ହଠାତ୍ ବ୍ରେକ୍ ଫେଲ ହେବା ଯୋଗୁ ଏକ ଗାଡି ଅନ୍ୟ ଏକ ଗାଡି ସହିତ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ନିଆ ଯାଇଥିବା ସୂଚନା ରହିଛି।
Read More News
T & CPrivacy PolicyContact Us