This browser does not support the video element.
ତଲସରା: ମହପଡା ସ୍ଥିତ ପଞ୍ଜାବୀ ପଡାରେ ତ୍ରୀଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ
Talasara, Sundargarh | Sep 23, 2025
ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ଫୁଲବାରୀ ପଞ୍ଚାୟତ ର ମହପଡା ଗାଁ ନିକଟ ପଞ୍ଜାବୀପଡା ର ଅଧିବାସୀ ମାନଙ୍କ ଦ୍ଵାରା ତ୍ରୀ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଠାରୁ ଚେପଟାଗୁଡା ଖେଳପଡିଆ ରେ ଆରମ୍ଭ ହୋଇଛି। ୩୨ ଟି ଟିମ୍ ଏହି ଟୁଣ୍ଟାମେଣ୍ଟ ରେ ଅଂଶଗ୍ରହଣ କରିଛନ୍ତି। ଏହାର ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଯୋଗେନ୍ଦ୍ର କିସାନ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ବୁଦୁନା ଗ୍ରାମର ମୁରଲୀ ଅଢା ବୁଦୁନା ଗ୍ରାମର ୱାର୍ଡ ମେମ୍ବର ମହେନ୍ଦ୍ର ସା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।