This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମାଁ ସମଲେଶ୍ୱରୀ ସିଦ୍ଧି ଦାତ୍ରୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ
Sambalpur M, Sambalpur | Sep 30, 2025
ଆଜି ମାଁ ସମଲେଶ୍ୱରୀ ସିଦ୍ଧି ଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ପବିତ୍ର ନବରାତ୍ର ପାଇଁ ଆଜି ଦିନ ପ୍ରାୟ 12.30 ସମୟରେ ମାଁ ସମଲେଶ୍ୱରୀଙ୍କୁ ପୂଜକ ମାନେ ସିଦ୍ଧିଦାତ୍ରୀ ବେଶ ସିଙ୍ଗାର କରିଥିଲେ lଭକ୍ତ ମାନେ ମାଙ୍କୁ ବେଶ ଦର୍ଶନ କରିଥିଲେ l ନବରାତ୍ର ପାଈଁ ମାଁ ସମଲେଶ୍ୱରୀ 9 ଦିନରେ 9 ଟି ରୂପରେ ପୂଜା ପାଇଥାନ୍ତି l