Download Now Banner

This browser does not support the video element.

ଲାଞ୍ଜିଗଡ: ଗୋପିନାଥ ପୁର ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅନୁଦାନକୁ ନେଇଁ ସାମ୍ବାଦିକ ସମ୍ମିଳନୀ ।

Lanjigarh, Kalahandi | Jun 4, 2025
ଓଡ଼ିଶାର ବିଭିନ୍ନ ପଞ୍ଚାୟତକୁ ବିକଶିତ ଗାଁ ବିକଶିତ ଓଡ଼ିଶା ର ଅନୁଦାନ ଅର୍ଥ ମଞ୍ଜୁର ଅର୍ଥକୁ ନେଇଁ ଲାଞ୍ଜିଗଡ଼ ବ୍ଲକରେ ବିଜେପି ଓ ବିଜେଡ଼ି କର୍ମୀଙ୍କର ଟଣା ଓଟରା ଚାଲିଛି।ଗତ ୨ ତାରିଖ ଦିନ BJD ପକ୍ଷରୁ ସରପଞ୍ଚ ଓ ସମିତି ସଦସ୍ୟକୁ ନେଇଁ ବୈଠକ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା।ବୈଠକରେ BJPର ଏକ ଛତ୍ରବାଦ ଶାଶନକୁ ବରଦାସ୍ତ କରାଯିବ ନାହିଁ ବିକଶିତ ଗାଁ ବିକଶିତ ଓଡ଼ିଶା ର ଅନୁମୋଦନ ତାଲିକା ଧରି ବିଜେପି କର୍ମୀ ମାନେ ଗାଁ ଗାଁ ବୁଲି ମସୁଧା ଚଲାଉ ଥିବା କହି BJD ଜନ ପ୍ରତିନିଧି ଙ୍କ ମଧ୍ୟରେ ଅସନ୍ତୋଷ ।BJP ଶାଖା ପକ୍ଷରୁ ଗୋପୀନାଥପୁର ଠାରେ ସାମ୍ବାଦିକ ସମ୍ମିଳନୀ।
Read More News
T & CPrivacy PolicyContact Us