Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଶିକ୍ଷକ ନିଯୁକ୍ତି ଦାବି ରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ, ଭଣ୍ଡାରିପୋଖରୀ ମଢ଼ିଆଳି ସ୍କୁଲ ଘଟଣା

Bhadrak Rural, Bhadrak | Sep 8, 2025
ସ୍କୁଲ_ଫାଟକରେ_ତାଲା_ପକାଇ_ଆନ୍ଦୋଳନ,ସ୍କୁଲରେ ଶିକ୍ଷକ ମରୁଡି,ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକ। ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ଉଚ୍ଚ ବିଦ୍ୟାପୀଠରେ ଶିକ୍ଷକ ମରୁଡି। ଶିକ୍ଷକ ଅଭାବକୁ ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି, ଶିକ୍ଷକ ନିଯୁକ୍ତି ନ ହେବା ଯାଏ ଆନ୍ଦୋଳନ ଜାରିରହିବ ବୋଲି କହିଛନ୍ତି ଆନ୍ଦୋଳନ କାରି, ଏହି ଖବର ଆଜି ଦିନ 3 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us