Install App
angulkhabar123
This browser does not support the video element.
ଅନୁଗୋଳ: ସହରରେ ଥିବା ପେଟ୍ରୋଲ ଟାଙ୍କି ଗୁଡିକରେ ବୋତଲରେ ମିଳୁନି ପେଟ୍ରୋଲ; ବାଇକ୍ ଟାଙ୍କି ଖୋଲି ପେଟ୍ରୋଲ ଭର୍ତ୍ତି କରୁଛନ୍ତି ଚାଳକ
Anugul, Angul | Aug 30, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ସହରରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ଆଉ ବୋତଲରେ ପେଟ୍ରୋଲ ଦେଉ ନାହାନ୍ତି। ଯାହା ଫଳରେ ବାଇକ୍ ଚାଳକ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇ ବାଇକ୍ ଟାଙ୍କି ଖୋଲି ପେଟ୍ରୋଲ ଭର୍ତ୍ତି କରୁଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!