Install App
angulkhabar123
This browser does not support the video element.
ଅନୁଗୋଳ: କାଲଟାକ୍ସ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଜାମ୍ ଯୋଗୁଁ ଦୀର୍ଘ ସମୟ ଧରି ଅଟକିଲା ଆମ୍ବୁଲାନ୍ସ
Anugul, Angul | Sep 3, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ କାଲଟାକ୍ସ ଛକ ନିକଟରେ ଗୋଟିଏ ଆମ୍ବୁଲାନ୍ସ ବୁଧବାର ଅପରାହ୍ନ ଚାରିଟା ସମୟରେ ଦୀର୍ଘ ସମୟ ଧରି ଅଟକି ରହିଛି।୫୫ ନମ୍ବର ଜାତୀୟ ରାଜପଥରେ ଗଣେଶ ପୂଜା ଭସାଣୀ ଯୋଗୁଁ ଗାଡି ମୋଟର ରାସ୍ତାରେ ଜାମ ହୋଇଥିଲା । ଯାହା ଫଳରେ ଆମ୍ବୁଲାନ୍ସଟି ଅଟକି ରହିଥିବା ସୂଚନା ମିଳିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!