Download Now Banner

This browser does not support the video element.

ଭୋଗରାଇ: ଶିକ୍ଷକ ବଦଳି ପ୍ରତିବାଦରେ ମାଟିକେଞ୍ଚା ସ୍କୁଲରେ ଗେଟ ବନ୍ଦ କରି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।

Bhograi, Balasore | Sep 2, 2025
ଶିକ୍ଷକଙ୍କ ଅଚାନକ ବଦଳି ପ୍ରତିବାଦରେ ବର୍ଷାରେ ଭିଜି ବଦଳି ରୋକିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ କଲେ ଆନ୍ଦୋଳନ । ଭୋଗରାଇ ମାଟିକେଞ୍ଚା ବିଦ୍ୟାଳୟ ରେ ଘଟଣା । ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ । ପ୍ରବଳ ବର୍ଷା ସତେ ବି ଭିଯୁ ଛନ୍ତି ଛାତ୍ରଛାତ୍ରୀ । ଭୋଗରାଇ ବ୍ଲକ ମାଟିକେଞ୍ଚା ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା ବେଳେ ୧୧୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ୪ ଜଣ ଶିକ୍ଷକ ରହିଥିଲେ ।
Read More News
T & CPrivacy PolicyContact Us